ଅନିର୍ଦ୍ଦିଷ୍ଟ କାଳ ଯାଏଁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ସିଲ୍ କରିଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଛି। ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ, କୌଣସି ଲୋକ ଓ ଦୋକାନୀ ଉଭୟ କେହି ସାମାଜିକ ଦୂରତ୍ୱ ଉଲଂଘନ କରୁଥିବା ଦେଖାଯାଇଥିଲା।ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମକୁ ଯଦି ଏପରି ଭାବରେ ପାଳନ ନ କରାଯିବ ତେବେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ତେଣୁ ଏପରି ପଦକ୍ଷେପ ନେବା ଜରୁରୀ … Continue reading ଅନିର୍ଦ୍ଦିଷ୍ଟ କାଳ ଯାଏଁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ସିଲ୍ କରିଲା ବିଏମସି